ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶର ସତନା ଜିଲ୍ଲାର କଂଗ୍ରେସ ବିଧାୟକ ସିଦ୍ଧାର୍ଥ କୁଶୱା ଏବଂ କୋଟମା ବିଧାୟକ ସୁନୀଲ ସରାଫ ଟ୍ରେନରେ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ମୁତାବକ ରେୱାଞ୍ଚଲ ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ମହିଳା ଅଭିଯୋଗ କରିଛନ୍ତି ଯେ ଦୁଇଜଣ ବିଧାୟକ ମଦ୍ୟପାନ କରି ତାଙ୍କ ସହ ଅସଦାଚରଣ କରିଥିଲେ। କୁହାଯାଉଛି ଯେ ମହିଳା ଜଣକ ଫୋନରେ ଏହି ଘଟଣା ବିଷୟରେ ତାଙ୍କ ସ୍ୱାମୀଙ୍କୁ … Continue reading ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ